Friday, 31 Jul 2026
Odisha Digital News NetworkBhubaneswar Bureau • Daily Edition
HomeVideo StudioSabar Srikhetra Koraput | The Tribal Roots of Lord Jagannath |
OdishaJune 14, 2026

Sabar Srikhetra Koraput | The Tribal Roots of Lord Jagannath |

Broadcast Summary & Description

କୋରାପୁଟର ପାହାଡ଼ ଶିଖରରେ ଅବସ୍ଥିତ ଶାବର ଶ୍ରୀକ୍ଷେତ୍ର ହେଉଛି ଭଗବାନ ଜଗନ୍ନାଥଙ୍କ ଏକ ପବିତ୍ର ଧାମ। ଆଦିବାସୀ ସଂସ୍କୃତି, ଜଗନ୍ନାଥ ଚେତନା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ସମନ୍ୱୟ ଏହି ସ୍ଥାନକୁ ଓଡ଼ିଶାର ଏକ ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିଛି। Sabara Srikhetra Temple କୁ ଅନେକେ "ଦ୍ୱିତୀୟ ପୁରୀ" ବୋଲି ମଧ୍ୟ କହନ୍ତି। #SabarSrikhetra#Koraput#odishatourism#jagannathculture#incredibleindia#odisha#nature