Friday, 31 Jul 2026
Odisha Digital News NetworkBhubaneswar Bureau • Daily Edition
HomeVideo StudioWhat Does True Freedom Mean to Gen Z ? | GEN Zଙ୍କ ପାଇଁ ପ୍ରକୃତ ସ୍ୱାଧୀନତା କ’ଣ ? |
OdishaAugust 15, 2026

What Does True Freedom Mean to Gen Z ? | GEN Zଙ୍କ ପାଇଁ ପ୍ରକୃତ ସ୍ୱାଧୀନତା କ’ଣ ? |

Broadcast Summary & Description

ଦେଶ ସ୍ୱାଧୀନ ହେବାର ୭୯ ବର୍ଷ ପରେ ଆଜିର GEN Z ସ୍ୱାଧୀନତାକୁ କିପରି ଦେଖୁଛି? ନିଜ ମତ ପ୍ରକାଶ କରିବାର ଅଧିକାର, ନିଜ ପସନ୍ଦର ଜୀବନ ବାଛିବା, ସମାନତା, ଶିକ୍ଷା, ରୋଜଗାର ଏବଂ ଡିଜିଟାଲ୍ ସ୍ୱାଧୀନତା—କ’ଣ ପ୍ରକୃତ Freedom? ଏହି Independence Day Specialରେ ଜାଣନ୍ତୁ ଆଜିର ଯୁବପିଢ଼ିର ଚିନ୍ତାଧାରା। ଆପଣଙ୍କ ପାଇଁ ପ୍ରକୃତ ସ୍ୱାଧୀନତା କ’ଣ? Comment କରନ୍ତୁ। 🇮🇳 #IndependenceDay2026#GenZ#Freedom#Youth#Genzvoice#Trending#viral#shorts